Subscribe
URL of the page has been copied to clipboard.
Meaning : ଯେଉଁ ମାଛର ଗାଲିସି ପାଖରେ ଦୁଇପଟେ ଗୋଟିଏ ଗୋଟିଏ କଣ୍ଟା ଥାଏ
Example : ଏହି ଗାଡ଼ିଆରେ ରୋହି,ମାଗୁରଆଦି କେତେ ପ୍ରକାରର ମାଛ ଅଛନ୍ତି
Translation in other languages :हिन्दी
एक मछली जिसके गलफड़ के दोनों तरफ एक-एक काँटा होता है।
Meaning : ପୁରୁଷ ମାଗୁର ମାଛ
Example : କେଉଟମାନେ ଗାଡ଼ିଆରୁ ପ୍ରାୟ ଏକକିଲୋ ଅଣ୍ଡିରା ମାଗୁର ଧରିଲେ
Synonyms : ଅଣ୍ଡିରା ମାଗୁର
मगुरी मछली का नर।
Install App