Subscribe
URL of the page has been copied to clipboard.
Meaning : କିଛି ପ୍ରାପ୍ତି ଉଦ୍ଦେଶ୍ୟରେ ପ୍ରାର୍ଥନା କରିବାର ପ୍ରକ୍ରିୟା ବା ଅବସ୍ଥା
Example : ଟଙ୍କାପାଇଁ ରାମ ତା ମାଲିକକୁ କରିଥିବା ଅନୁରୋଧ ବ୍ୟର୍ଥ ହୋଇଗଲା
Synonyms : ଅନୁରୋଧ, ପ୍ରାର୍ଥନା, ଯାଚନା
Translation in other languages :हिन्दी English
कुछ पाने के लिए प्रार्थना करने की क्रिया या भाव।
Reverent petition to a deity.
Meaning : କାହାର କିଛି ସମୟପାଇଁ କୌଣସି ବସ୍ତୁ ମାଗି ନେବାର କ୍ରିୟା
Example : ଫେରତୁ ମାଗଣ ବଳଦ ନିଜ ଘରକୁ ନେଉଛି
Translation in other languages :हिन्दी
किसी के माँगने पर कुछ समय के लिए कोई वस्तु देने की क्रिया।
Install App