Subscribe
URL of the page has been copied to clipboard.
Meaning : ଯେଉଁଠାରେ ଜିନିଷଗୁଡ଼ିକ ଅଧିକ ଦରରେ ବିକ୍ରି ହୁଏ ବା କୌଣସି ସେବାପାଇଁ ଅଧିକ ମୂଲ୍ୟ ନିଆଯାଏ
Example : ଏହି ଭୋଜନାଳୟର ଖାଦ୍ୟ ମହଙ୍ଗା
Synonyms : ଦୁର୍ମୂଲ୍ୟ, ମହଙ୍ଗା
Translation in other languages :हिन्दी English
जहाँ वस्तुएँ अधिक मूल्य पर बिकती हों या किसी सेवा का अधिक मूल्य लिया जाता हो।
High in price or charging high prices.
Meaning : ଯାହାର ମୂଲ୍ୟ ଅଧିକ
Example : ଏହି ଶାଢ଼ୀଟି ଟିକେ ମହଙ୍ଗା
Synonyms : ଚଢ଼ାଦର, ଦାମିକିଆ, ଦାମୀ, ମହଙ୍ଗା
जिसका मूल्य अधिक हो।
Having a high price.
Install App