Meaning : ଯାହାଙ୍କର ମତ ଦେବାର ଅଧିକାର ଅଛି
Example :
ମତାଧିକାରୀ ଲୋକମାନଙ୍କୁ ଅନୁରୋଧ କରାଯାଉଛି, ଦୟାକରି ନିଜନିଜର ମତର ସଦ୍ଉପଯୋଗ କରନ୍ତୁ
Synonyms : ଭୋଟ ଅଧିକାରୀ
Translation in other languages :
जिसे मत देने का अधिकार हो।
मतधिकारी व्यक्तियों से अनुरोध है कि कृपया अपने मत का सदुपयोग करें।