Meaning : ମଣିପୁରରେ କୁହାଯାଉଥିବା ଭାଷା
Example :
ସେମାନେ ଦୁଇ ଜଣ ମଣିପୁରୀରେ କଥା ହେଉଛନ୍ତି
Translation in other languages :
Meaning : ମଣିପୁରରେ ରହିବା ବ୍ୟକ୍ତି
Example :
କାଲି କଲେଜକୁ ମଣିପୁରୀ ଡାକ୍ତରମାନଙ୍କର ଏକ ଦଳ ଆସିବାର ଅଛି
Meaning : ମଣିପୁର ସମ୍ବନ୍ଧିତ
Example :
ଆମେ ମଣିପୁରୀ ନୃତ୍ୟ ଦେଖିବାକୁ ଯାଇଥିଲୁ
Translation in other languages :
मणिपुर का या वहाँ के निवासी, भाषा, संस्कृति इत्यादि से संबंधित।
हम लोग मणिपुरी नृत्य देखने गए थे।Meaning : ମଣିପୁରୀ ଭାଷାରେ ରଚିତ
Example :
ତୁମେ କଣ ମୋତେ ମଣିପୁରୀ ସାହିତ୍ୟ ବିଷୟରେ କିଛି ଜ୍ଞାନ ଦେଇପାରିବ?