Meaning : ଏକ ଉଡ଼ନ୍ତା ଛୋଟ ପୋକ ଯିଏ ପ୍ରାୟତଃ ପ୍ରତ୍ୟେକ ଜାଗାରେ ଦେଖିବାକୁ ମିଳେ
Example :
ସଫାସୁତରା ନଥିବାରୁ ଘର ସାରା ମାଛି ଭଣ ଭଣ ହେଉଛନ୍ତି
Translation in other languages :
Common fly that frequents human habitations and spreads many diseases.
house fly, housefly, musca domestica