Meaning : ମିଠାଳିଆ ନିମ୍ବ ପତ୍ର
Example :
ଭୁରୁସୁଙ୍ଗ ପତ୍ର ପକାଇଲେ ତରକାରି ସ୍ୱାଦିଷ୍ଟ ହୋଇଥାଏ
Synonyms : ଭୁରୁସୁଙ୍ଗ
Translation in other languages :
Meaning : ମଧ୍ୟମ ଧରଣର ଏକ ଗଛ ଯାହାର ପତ୍ରଗୁଡ଼ିକ ମସଲା, ଔଷଧ ଆଦି ରୂପେ ବ୍ୟବହାର ହୁଏ
Example :
କଡ଼ିକୁ ସ୍ୱାଦିଷ୍ଟ କରିବାପାଇଁ ସେଥିରେ ଭୁରୁସୁଙ୍ଗ ପତ୍ର ପକାଯାଏ
Synonyms : ଭୁରୁସୁଙ୍ଗ
Translation in other languages :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
tree