Meaning : ଭାରତର ଯେଉଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ପ୍ରାୟ ଏକବର୍ଷ ଥିଲା
Example :
ବିଶ୍ୱନାଥ ପ୍ରତାପ ସିଂହଙ୍କ ନେତୃତ୍ୱରେ ଜନତା ଦଳ ଗଠନ କରାଗଲା
Synonyms : ବିଶ୍ୱନାଥ ପ୍ରତାପ ସିଂହ
Translation in other languages :
भारत के एक प्रधानमंत्री जिनका कार्यकाल लगभग एक साल था।
विश्वनाथ प्रताप सिंह के नेतृत्व में जनता दल का गठन किया गया।