Meaning : ଅଷ୍ଟାଦଶ ପୁରାଣମାନଙ୍କ ମଧ୍ୟରୁ ଗୋଟିଏ ଯେଉଁଥିରେ ଭକ୍ତି ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରାଯାଇଛି
Example :
ସେ ପ୍ରତିଦିନ ଗାଧୋଇସାରି ଭାଗବତ ପଢ଼େ
Synonyms : ଭାଗବତ ପୁରାଣ, ଶ୍ରୀମଦ ଭାଗବତ ପୁରାଣ
Translation in other languages :
अठारह पुराणों में से एक जिसमें भक्ति के ऊपर विस्तार से प्रकाश डाला गया है।
वह प्रतिदिन नहा-धोकर भागवत पढ़ता है।A body of 18 works written between the first and 11th centuries and incorporating legends and speculative histories of the universe and myths and customary observances.
purana