Meaning : ଯେଉଁ କଂପ୍ୟୁଟର ବ୍ୟବସ୍ଥା କେହି କରିଥିବା ଫୋନର ଉତ୍ତର ଦିଏ ଓ ଯେଉଁଥିରେ କାହାରି ବାର୍ତ୍ତାକୁ ସଞ୍ଚିତକରି ପୁନର୍ବାର ଶୁଣାଯାଇପାରେ
Example :
ଭଏସ ମେଲପାଇଁ ଅତିରିକ୍ତ ଟଙ୍କା ଦେବାକୁ ପଡ଼େ
Translation in other languages :
A computerized system for answering and routing telephone calls. Telephone messages can be recorded and stored and relayed.
voice mail, voicemail