Meaning : କୌଣସି ପ୍ରକାରର ବିଳାସବ୍ୟସନର ଅଭାବ
Example :
କେତେକ ଲୋକ ବ୍ୟସନହୀନ ଭାବରେ ଜୀବନ ଯାପନ କରନ୍ତି
Synonyms : ବିଳାସବିହୀନ
Translation in other languages :
Meaning : ଯାହାର କୌଣସି ପ୍ରକାରର ବ୍ୟସନ ନାହିଁ
Example :
ଆଜିକାଲି ବ୍ୟସନହୀନ ବ୍ୟକ୍ତି କେତେ ହେବେ?
Synonyms : ବିଳାସବ୍ୟସନହୀନ
Translation in other languages :