Meaning : ବେଲ୍ଜିୟମରେ ରହିବା ବ୍ୟକ୍ତି
Example :
ସେହି ବେଲ୍ଜିୟମୀର ପାସପୋର୍ଟ ହଜିଯାଇଥିଲା
Synonyms : ବେଲ୍ଜିୟମବାସୀ
Translation in other languages :
बेल्जियम का रहने वाला।
उस बेल्जियमी का पासपोर्ट खो गया था।A native or inhabitant of Belgium.
belgianMeaning : ବେଲ୍ଜିୟମ ଲୋକମାନଙ୍କର ଭାଷା
Example :
ଡଚ ତଥା ଫ୍ରେଞ୍ଚ ଦୁହେଁ ବେଲ୍ଜିୟମୀ ଭିତରେ ଆସନ୍ତି
Synonyms : ବେଲ୍ଜିୟମୀଭାଷା
Meaning : ବେଲ୍ଜିୟମୀ ଭାଷାର ବା ବେଲ୍ଜିୟମୀ ଭାଷା ସହିତ ସଂବନ୍ଧିତ
Example :
ଏହି ଥର ଗୋଟିଏ ବେଲ୍ଜିୟମୀ ରଚନା ପୁରସ୍କୃତ ହୋଇଛି
Meaning : ବେଲ୍ଜିୟମ ସଂବନ୍ଧିତ
Example :
ସେମାନେ ବେଲ୍ଜିୟମୀୟ ଉତ୍ସବ ଦେଖିବାକୁ ଯାଇଛନ୍ତି
Synonyms : ବେଲ୍ଜିୟମୀୟ
Translation in other languages :