Meaning : କୃଷ୍ଣ ଅର୍ଜୁନଙ୍କୁ ଦେଖାଇଥିବା ଗୋଟିଏ ରୂପ
Example :
ମହାଭାରତରେ ଗୀତାର ଉପଦେଶ ଦେବା ସମୟରେ ଅର୍ଜୁନଙ୍କୁ କୃଷ୍ଣ ନିଜ ବିଶ୍ୱରୂପ ଦେଖାଇଥିଲେ
Translation in other languages :
Meaning : ତ୍ୱଷ୍ଟାଙ୍କ ଜଣେ ପୁତ୍ର
Example :
ବିଶ୍ୱରୂପଙ୍କ ବର୍ଣ୍ଣନା ପୁରାଣରେ ମିଳେ
Translation in other languages :
An imaginary being of myth or fable.
mythical being