Meaning : ନୂଆନୂଆ ଫ୍ୟାଶନ୍ରେ ସଉକ ଥିବା ବ୍ୟକ୍ତି
Example :
ମହେନ୍ଦ୍ର ଭାରି ସଉକପ୍ରିୟ ବ୍ୟକ୍ତି
Synonyms : ସଉକପ୍ରିୟ ବ୍ୟକ୍ତି, ସଉକିନିଆ ବ୍ୟକ୍ତି
Translation in other languages :
नए-नए फैशनों का शौकीन व्यक्ति।
महेन्द्र बड़ा ही फ़ैशन परस्त है।