Meaning : କାହାର ବିୟୋଗରେ ମନରେ ଉତ୍ପନ୍ନ ହେଉଥିବା ଦୁଃଖ
Example :
ରାଧାଙ୍କୁ କୃଷ୍ଣଙ୍କ ବିରହ ବେଦନା ବ୍ୟଥିତ କରୁଥିଲା
Synonyms : ବିରହ ବେଦନା, ବିରହ ଯନ୍ତ୍ରଣା
Translation in other languages :
किसी के वियोग से मन में उत्पन्न होनेवाला दुख।
राधा को कृष्ण की विरह वेदना सता रही थी।