Meaning : ଏକ ସାମାଜିକ ପ୍ରକ୍ରିୟା ଯେଉଁଥିରେ ସହର ଠାରୁ ଜନ ସମୁଦାୟ ତଥା ଉଦ୍ୟୋଗକୁ ଦୂର୍ ସ୍ଥାନକୁ ସ୍ଥାନାନ୍ତରିତ ହୁଏ
Example :
ବିକ୍ରେନ୍ଦ୍ରୀକରଣରେ ସହରର ପ୍ରଦୂଷଣ କମିଯାଏ
Synonyms : ବିକ୍ରେଂଦ୍ରୀକରଣ
Translation in other languages :
वह सामाजिक प्रक्रिया जिसमें जन समुदाय तथा उद्योग शहरों से दूरस्थ इलाक़ों में स्थानांतरित हो जाते हैं।
विकेन्द्रीकरण से शहर के प्रदूषण में कमी आई है।The social process in which population and industry moves from urban centers to outlying districts.
decentalisation, decentralization