Meaning : ବାମ ଆଡକୁ ବାଙ୍କି ଥିବା ଶଙ୍ଖ
Example :
ସମୁଦ୍ର କୂଳରୁ ତାକୁ ଗୋଟିଏ ବାମାବର୍ତ୍ତ ଶଙ୍ଖ ମିଳିଲା
Synonyms : ବାମାବର୍ତ୍ତ ଶଙ୍ଖ
Translation in other languages :
Meaning : ଚାଲିବା ବା ବୁଲିବାପାଇଁ ବାମରୁ ଆରମ୍ଭ ହେଉଥିବା
Example :
ନାଜିମାନଙ୍କ ସ୍ୱସ୍ତିକ ଚିହ୍ନ ବାମାବର୍ତ୍ତ ଥିଲା
Translation in other languages :
In the direction opposite to the rotation of the hands of a clock.
anticlockwise, contraclockwise, counterclockwise