Meaning : ଯେଉଁ ସ୍ଥାନରେ ପୁସ୍ତକ ବିକ୍ରି ହୁଏ
Example :
ଆମ ବିଦ୍ୟାଳୟ ପାଖରେ ଏକ ବହୁତ ବଡ଼ ବହି ଦୋକାନ ଅଛି
Synonyms : ପୁସ୍ତକ ଦୋକାନ, ପୁସ୍ତକାଳୟ
Translation in other languages :
वह स्थान जहाँ पुस्तकें बिकती हो।
हमारे विद्यालय के पास ही एक बहुत बड़ी पुस्तक की दुकान है।