Meaning : ବସ୍ତ୍ର ପିନ୍ଧିଥିବା
Example :
ଲାଲ ବସ୍ତ୍ରଧାରୀ ମହିଳା ମୋର ମାଉସୀ
Meaning : ବସ୍ତ୍ର ପିନ୍ଧିଥିବା ବ୍ୟକ୍ତି
Example :
ବସ୍ତ୍ରଧାରୀ ସାଧୁମାନଙ୍କ ମଧ୍ୟରେ ଦୁଇଜଣ ନାଗା ସାଧୁ ବସିଥିଲେ
Translation in other languages :
जिसने वस्त्र पहना हो या वस्त्र पहने हुए।
परिधानित साधुओं के बीच दो नागा साधु बैठे हुए थे।