Meaning : ବୃକ୍ଷର ଛାଲିକୁ ବସ୍ତ୍ର ଭାବେ ଧାରଣ କରୁଥିବା ବ୍ୟକ୍ତି
Example :
ଗ୍ରାମବାସୀ ବଳ୍କଳୀ ସାଧୁଙ୍କୁ କୌତୁହଳରେ ଦେଖୁଥିଲେ
Translation in other languages :
वृक्ष की छाल का वस्त्र धारण करनेवाला।
ग्रामवासी वल्कली साधु को कौतुहल से देख रहे थे।