Meaning : କାମରେ ଆସିବା ପରେ ମଧ୍ୟ କିଛି ବଳିଯିବା
Example :
ସବୁ ଆବଶ୍ୟକୀୟ ଜିନିଷ କିଣିବା ପରେ ମଧ୍ୟ ମୋ ପାଖରେ ତିନି ଶହ ଟଙ୍କା ବଳିଛି
Translation in other languages :
Have left.
I have two years left.Meaning : ଚୂନାଆଦିକୁ ଗୋଲାକାର ରୂପକୁ ଆଣିବା
Example :
ଭାଉଜ ବେସନ ଲଡ଼ୁ ବଳୁଛନ୍ତି
Synonyms : ଗୋଟଳା କରିବା, ବାନ୍ଧିବା
Translation in other languages :
चूर्ण आदि को पिंड के रूप में लाना।
भाभी बेसन के लड्डू बाँध रही हैं।