Meaning : ସେହି ସମୟ ଯେବେ ପୃଥିବୀର ଅଧିକାଂଶ ଭାଗ ବରଫରେ ଢାଙ୍କି ହୋଇଥିଲା
Example :
ହିମଯୁଗରେ ବରଫରେ ବାସ କରୁଥିବା ଜୀବଜନ୍ତୁ ହିଁ ଅଧିକ ଦେଖାଯାଉଥିଲେ
Synonyms : ହିମଯୁଗ
Translation in other languages :
Any period of time during which glaciers covered a large part of the earth's surface.
The most recent ice age was during the Pleistocene.