Meaning : ଯେଉଁ ମିଠେଇର ସମ୍ପର୍କ ବଙ୍ଗଳା ସହିତ ଅଛି ବା ବଙ୍ଗଳା ରାଜ୍ୟରେ ତିଆରି ହେଉଥିବା ମିଠେଇ
Example :
ଆମକୁ ବଙ୍ଗାଳି ମିଠେଇ ବହୁତ ଭଲଲାଗେ
Synonyms : ବଙ୍ଗଳା ମିଠେଇ, ବଙ୍ଗଳା ମିଷ୍ଟାନ୍ନ, ବଙ୍ଗାଳି ମିଷ୍ଟାନ୍ନ
Translation in other languages :
वह मिठाई जिसका संबंध बंगाल से हो या बंगाल राज्य में बनने वाली मिठाई।
हमें बंगला मिठाइयाँ बहुत पसंद हैं।