Subscribe
URL of the page has been copied to clipboard.
Meaning : ଯେଉଁ ପ୍ରଣାଳୀ ଦ୍ୱାରା ଗୋଟିଏ ସ୍ଥାନର କୁହାଯାଉଥିବା କଥା ଅନ୍ୟ ସ୍ଥାନରେ ଶୁଣାଯାଏ
Example : ଆଜିକାଲି ଗାଁ ଗାଁରେ ଟେଲିଫୋନ୍ ଲଗା ଯାଉଛି
Synonyms : ଟେଲିଫୋନ୍, ଦୂରଧ୍ୱନି, ଦୂରଭାଷ
Translation in other languages :हिन्दी English
वह प्रणाली जिसके द्वारा एक स्थान से कही हुई बात दूसरे स्थान पर सुनाई पड़ती है।
Transmitting speech at a distance.
Install App