Meaning : ଯେଉଁ ଛୋଟ ଆକାରର ଓ ମୋଟା ପୁରୁଷଙ୍କର ଗାଲବି ଫୁଲି ରହିଥାଏ ଫୁଲୁକାଗାଲିଆ ଛୋଟ ଓ ମୋଟା ଆକାରର ପୁରୁଷ
Example :
ଜଣେ ଫୁଲୁକାଗାଲିଆ ବ୍ୟକ୍ତି ସହିତ ସୀତାର ବିବାହ କରାଗଲା
Synonyms : ଫୁଲୁକାଗାଲା ପୁରୁଷ(ଫୁଲକାଗାଲୁଆ), ଫୁଲୁକାଗାଲିଆ ପୁରୁଷ, ଫୁଲୁକାଗାଲିଆ ବ୍ୟକ୍ତି