Meaning : ଗୋଟିଏ ସଙ୍କର ରାଗ
Example :
ଗୌଡ଼ୀ,କାହ୍ନଡ଼ା ଏବଂ ପୂରବୀର ଯୋଗରେ ଫରୋଦସ୍ତ ତିଆରି ହୁଏ
Translation in other languages :
Meaning : ସଙ୍ଗୀତରେ ଏକ ତାଳ
Example :
ଫରୋଦସ୍ତ ତାଳରେ ଚଉଦଟି ମାତ୍ରା ରହିଛି
Synonyms : ଫରୋଦସ୍ତ ତାଳ
Translation in other languages :