Meaning : ଖେଳ ପଡ଼ିଆରେ ଦର୍ଶକ ବସୁଥିବା ସ୍ଥାନ
Example :
ସଚିନ ଶତକ ଲଗାଇବା ମାତ୍ରେ ପ୍ୟାଭିଲିଅନରେ ବସିଥିବା ଦର୍ଶକ ତାଳି ବଜାଇବାକୁ ଲାଗିଲେ
Translation in other languages :
खेल के मैदान की दर्शक-दीर्घा।
सचिन के शतक ठोंकते ही पैविलियन में बैठे दर्शक ताली बजाने लगे।