Meaning : ଯେଭଳି ହାତଗୋଡ଼ ବାଡ଼େଇବା ଓ ମୁଣ୍ଡପିଟିବା ବା ଯୋରରେ ମୁଣ୍ଡ ହଲାଇବାଦ୍ୱାରା ଭୂତ ଆସିଲା ବୋଲି ବୁଝାପଡ଼େ
Example :
ଝଡ଼ାଫୁଙ୍କାପରେ ବି ସେ ଭୂତଗ୍ରସ୍ତ ଥିଲା
Synonyms : ଭୂତଗ୍ରସ୍ତ ହେବା
Translation in other languages :
हाथ-पैर पटकना और सिर धुनना या जोर से सिर हिलाना जिससे यह समझा जाय कि भूत आ गया है।
झाड़-फूँक के बाद भी वह अभुआता रहा।