Meaning : ଆଲୋକ ବା ପ୍ରକାଶରେ ଯୁକ୍ତ କରିବା କ୍ରିୟା
Example :
ସେ ରାତିରେ ଅନ୍ଧାର ବାଟକୁ ଆଲୋକିତ କରିବାପାଇଁ ଟର୍ଚ୍ଚ ଜଳାଇଲା
Synonyms : ଆଲୋକିତ କରିବା
Translation in other languages :
आलोक या प्रकाश से युक्त करने की क्रिया।
उसने रात के अँधेरे में मार्ग पर प्रकाश डालने हेतु टार्च जलाई।Meaning : ଲେଖା ଆଦିକୁ ପ୍ରକାଶିତ କରିବା
Example :
ସେ ଏବେ ସୁଦ୍ଧା ଦୁଇଟି ପୁସ୍ତକ ପ୍ରକାଶିତ କରିଛନ୍ତି
Synonyms : ଛପାଇବା, ମୁଦ୍ରଣ କରିବା
Translation in other languages :