Meaning : ଜୈନମାନଙ୍କର ଚବିଶ ତୀର୍ଥଙ୍କରମାନଙ୍କ ମଧ୍ୟରୁ ଜଣେ
Example :
ପୁଷ୍ପଦନ୍ତନାଥ ଜୈନ ଧର୍ମର ନବମ ତୀର୍ଥଙ୍କର ଥିଲେ
Synonyms : ପୁଷ୍ପଦନ୍ତ ନାଥ, ପୁଷ୍ପଦନ୍ତନାଥ
Translation in other languages :
जैनियों के चौबीस तीर्थंकरों में से एक।
पुष्पदंतनाथ जैन धर्म के नौवें तीर्थंकर थे।