Meaning : ଆତ୍ମାର ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀରରେ ପ୍ରବେଶ କରିବାର କ୍ରିୟା
Example :
ହିନ୍ଦୁମାନେ ପୁନର୍ଜନ୍ମରେ ବିଶ୍ୱାସ କରନ୍ତି
Synonyms : ଦେହାନ୍ତର, ଦେହାନ୍ତରଣ
Translation in other languages :
The passing of a soul into another body after death.
transmigration