Subscribe
URL of the page has been copied to clipboard.
Meaning : ପିତାଙ୍କ ହତ୍ୟା କରିବା ବ୍ୟକ୍ତି
Example : ପିତୃହନ୍ତାକୁ ଆଜୀବନ କାରାବାସ ଦଣ୍ଡ ମିଳିଲା
Synonyms : ପିତୃଘାତୀ, ପିତୃଘ୍ନ
Translation in other languages :हिन्दी English
पिता की हत्या करने वाला व्यक्ति।
A person who murders their father.
Meaning : ପିତାକୁ ହତ୍ୟା କରିଥିବା ଲୋକ
Example : ପିତୃହନ୍ତା ରାଜାଙ୍କୁ ପ୍ରଜାମାନେ କେବେ ବି କ୍ଷମା କଲେନାହିଁ
Synonyms : ପିତୃହତ୍ୟାକାରୀ
Translation in other languages :हिन्दी
पिता की हत्या करने वाला।
Install App