Subscribe
URL of the page has been copied to clipboard.
Meaning : ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ତର୍ପଣ
Example : ପୁରୋହିତ ପିତୃତର୍ପଣ କରିବାର ବିଧି ବର୍ଣ୍ଣନା କରୁଛନ୍ତି
Synonyms : ପିତୃଯଜ୍ଞ
Translation in other languages :हिन्दी English
पितरों के उद्देश्य से किया जानेवाला तर्पण।
The act of pouring a liquid offering (especially wine) as a religious ceremony.
Install App