Meaning : ଯେଉଁ ରଶ୍ମିର ତରଙ୍ଗ-ଦୈର୍ଘ୍ୟ ଆଲୋକ ରଶ୍ମିଠାରୁ ଛୋଟ କିନ୍ତୁ କ୍ଷ ରଶ୍ମିଠାରୁ ବଡ଼
Example :
ସୂର୍ଯ୍ୟଙ୍କଠାରୁ ନିର୍ଗତ ପାରାବାଇଗଣୀ ରଶ୍ମି ଶରୀର ଉପରେ ପଡ଼ିଲେ ଚର୍ମ କର୍କଟ ହେବାର ସମ୍ଭାବନା ଅଧିକ
Synonyms : ଅଲ୍ଟ୍ରାଭୋୟୋଲେଟ ରଶ୍ମି, ପାରାବାଇଗଣୀ ରଶ୍ମି
Translation in other languages :
वह किरण जिसका तरंग-दैर्ध्य प्रकाश से छोटा किंतु क्ष किरणों से बड़ा हो।
सूरज से निकलने वाली पराबैंगनी किरणें जब शरीर पर सीधे पड़ती हैं तो त्वचा का कैंसर होने की संभावना अधिक होती है।Radiation lying in the ultraviolet range. Wave lengths shorter than light but longer than X rays.
ultraviolet, ultraviolet illumination, ultraviolet light, ultraviolet radiation, uv