Meaning : ପଶୁମାନଙ୍କୁ ଠିକ ଭାବରେ ରଖିବା, ପାଳନପୋଷଣ କରିବା ଓ ସେମାନଙ୍କର ରୋଗ ଭଲ କରିବା ବିଦ୍ୟା ବା କଳା
Example :
ରାକେଶ ପଶୁପାଳନ ବିଜ୍ଞାନର ବିଦ୍ୟାର୍ଥୀ
Synonyms : ପଶୁପାଳନ ବିଜ୍ଞାନ, ପଶୁପାଳନ ଶାସ୍ତ୍ର
Translation in other languages :
पशुओं को ठीक तरह से रखने,पालने-पोसने और उनकी नस्ल सुधारने की विद्या या कला।
राकेश पशुपालन विज्ञान का विद्यार्थी है।