Meaning : ପର୍ଯ୍ୟାବରଣ ସମ୍ବନ୍ଧରେ ଦେଖାଶୁଣା କରୁଥିବା ମନ୍ତ୍ରଣାଳୟ
Example :
ପର୍ଯ୍ୟାବରଣ ମନ୍ତ୍ରଣାଳୟ ଦ୍ବାରାଗୋଟିଏ ନୂଆ ବିଜ୍ଞପ୍ତି ଜାରୀ କରାଯାଇଛି
Synonyms : ପର୍ଯ୍ୟାବରଣ ମଂତ୍ରଣାଳୟ, ପର୍ଯ୍ୟାବରଣ ମଂତ୍ରାଳୟ, ପର୍ଯ୍ୟାବରଣ ମନ୍ତ୍ରଣାଳୟ
Translation in other languages :
वह मंत्रालय जो पर्यावरण संबंधी देख-रेख करता है।
पर्यावरण मंत्रालय द्वारा एक नई अधिसूचना जारी की गई है।Meaning : ପର୍ଯ୍ୟାବରଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟ
Example :
ରାମ କିଛି କାମରେ ପର୍ଯ୍ୟାବରଣ ମନ୍ତ୍ରଣାଳୟକୁ ଯାଇଛି
Synonyms : ପର୍ଯ୍ୟାବରଣ ମଂତ୍ରଣାଳୟ, ପର୍ଯ୍ୟାବରଣ ମଂତ୍ରାଳୟ, ପର୍ଯ୍ୟାବରଣ ମନ୍ତ୍ରଣାଳୟ
Translation in other languages :
पर्यावरण मंत्री का कार्यालय या विभाग।
राम कुछ काम से पर्यावरण मंत्रालय गया है।