Meaning : ବିଶେଷକରି ଅନ୍ୟର ଫଟୋ ସହିତ ପରିଚୟ ଲେଖାଥିବା ପତ୍ର
Example :
ତୁମେ ପ୍ରଥମେ ନିଜର ପରିଚୟ-ପତ୍ର ପ୍ରସ୍ତୁତ କର
Synonyms : ଆଇକାର୍ଡ୍
Translation in other languages :
वह पत्र जिस पर किसी का परिचय लिखा हो विशेषकर फोटो के साथ।
आप पहले अपना परिचय-पत्र बनवा लीजिए।A card certifying the identity of the bearer.
He had to show his card to get in.