Meaning : ଦଶରେ ପାଞ୍ଚ ମିଶିଲେ ମିଳୁଥିବା ସଂଖ୍ୟା
Example :
ଆଠ ଓ ସାତ ମିଶି ପନ୍ଦର ହୁଏ
Synonyms : ୧୫
Translation in other languages :
Meaning : କୌଣସି ଇଂରେଜୀ ମାସର ପଞ୍ଚଦଶତମ ଦିନରେ ପଡ଼ୁଥିବା ତାରିଖ
Example :
ଏମାସ ପନ୍ଦର ତାରିଖଠାରୁ ମୁଁ କାମ କରିବାକୁ ଯିବି
Synonyms : ପନ୍ଦର ତାରିଖ