Meaning : ଶୀଘ୍ର ହଜମ ହେବା ଭଳି ଭୋଜନ ଯାହା ରୋଗୀକୁ ଦିଆଯାଏ
Example :
ପଥ୍ୟ ଦେଖିଲେହିଁ ରୋଗୀର ଭୋକ ମରିଯାଏ
Synonyms : ପଥି
Translation in other languages :
Diet prescribed for bedridden or convalescent people. Does not include fried or highly seasoned foods.
light dietMeaning : ସଂଯମଯୁକ୍ତ ଆହାର
Example :
ସୁପଥ୍ୟାହାର ଖାଇଲେ ସ୍ୱାସ୍ଥ୍ୟ ଭଲ ରହେ
Synonyms : ସୁପଥିଆହାର, ସୁପଥ୍ୟ, ସୁପଥ୍ୟାହାର
Translation in other languages :
A prescribed selection of foods.
dietMeaning : ଯାହା ଅତି ସହଜରେ ହଜମ ହୋଇଯାଏ
Example :
ଖେଚୁଡ଼ି ଏକ ସୁପାଚ୍ୟ ଭୋଜନ
Synonyms : ଲଘୁପାକ, ସହଜପାଚ୍ୟ, ସୁପାଚ୍ୟ, ହଜମଦାୟକ
Translation in other languages :
जो आसानी से पच जाये।
खिचड़ी एक सुपाच्य भोजन है।Capable of being converted into assimilable condition in the alimentary canal.
digestible