Meaning : ଯେଉଁ ମୂର୍ତ୍ତି ପଥରରେ ନିର୍ମିତ ହୋଇଛି
Example :
ଏହା ଗୁପ୍ତକାଳୀନ ପଥର ମୂର୍ତ୍ତି
Synonyms : ପଥର ମୂର୍ତ୍ତି, ପ୍ରସ୍ତର ମୂର୍ତ୍ତି, ମଣି ବିଗ୍ରହ, ଶୀଳା ମୂର୍ତ୍ତି
Translation in other languages :
वह मूर्ति जो पत्थर से निर्मित हो।
यह गुप्तकालीन प्रस्तर मूर्ति है।A sculpture created by removing material (as wood or ivory or stone) in order to create a desired shape.
carving