Meaning : ସାତ ସ୍ୱର ମଧ୍ୟରୁ ପଞ୍ଚମ ସ୍ୱର ଯାହାକୁ କୋକିଳର ସ୍ୱର ବୋଲି ବିଚାର କରାଯାଏ
Example :
ପଞ୍ଚମ ସ୍ୱର ବିନା ସଙ୍ଗୀତ ଅସମ୍ପୂର୍ଣ୍ଣ
Synonyms : ପଞ୍ଚମ ସ୍ୱର
Translation in other languages :
Meaning : ଏକ ରାଗ
Example :
ଛଅଟି ପ୍ରଧାନ ରାଗ ମଧ୍ୟରୁ ତୃତୀୟଟି ହେଉଛି ପଞ୍ଚମ ରାଗ
Synonyms : ପଞ୍ଚମ ରାଗ
Translation in other languages :