Meaning : ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ଯେଉଁ ପାଞ୍ଚ କ୍ରୋଶ କ୍ଷେତ୍ରଫଳ ମଧ୍ୟରେ କାଶୀ ନଗରୀ ପ୍ରତିଷ୍ଠିତ ହୋଇଥିଲା
Example :
କାଶୀ ଯାଉଥିବା କିଛି ତୀର୍ଥ ଯାତ୍ରୀ ପଞ୍ଚକୋଶୀକୁ ପରିକ୍ରମା କରିଥାନ୍ତି
Synonyms : ପଞ୍ଚକୋଶୀ
Translation in other languages :
Meaning : (କାଶୀ,ପ୍ରୟାଗ ଆଦି)କେତେକ ତୀର୍ଥ ସ୍ଥାନର ଯେଉଁ କ୍ଷେତ୍ରକୁ ପରିକ୍ରମା କରିବାର ନିୟମ ରହିଛି
Example :
ପଞ୍ଚକୋଶୀ ପରିକ୍ରମାର ଧର୍ମୀୟ ମହତ୍ତ୍ୱ ରହିଛି
Synonyms : ପଞ୍ଚକୋଶୀ
Translation in other languages :