Meaning : ବ୍ୟକ୍ତିର ଆୟୁର ଆରମ୍ଭରୁ ପଚିଶ ବର୍ଷର ସମୟାବଧି
Example :
ମହେଶ ପଚିଶା ପାର କରିଗଲାଣି
Translation in other languages :
Meaning : ସାତଟି କଉଡ଼ିରେ ଖେଳା ଯାଉଥିବା ଗୋଟିଏ ପ୍ରକାରର ଖେଳ
Example :
ଏହି ଲୋକ ପଚିଶା ଖେଳୁଛନ୍ତି
Translation in other languages :
Meaning : ଗୋଟିଏ ପ୍ରକାରର ପଚିଶଟି ବସ୍ତୁର ସମାହାର
Example :
ବେତାଳ ପଚିଶାରେ ପଚିଶଟି କାହାଣୀ ଥାଏ
Translation in other languages :