Meaning : ଭାରତର ମେଘାଳୟ ରାଜ୍ୟର ଏକ ସହର
Example :
ରୀ ଭୋଈ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ନୋଙ୍ଗପୋ ସହରରେ ଅବସ୍ଥିତ
Synonyms : ନୋଂଗପୋ, ନୋଂଗପୋ ସହର, ନୋଙ୍ଗପୋ
Translation in other languages :
भारत के मेघालय राज्य का एक शहर।
री भोई जिले का मुख्यालय नोंगपो शहर में है।