Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ନୀଚମନା ବ୍ୟକ୍ତି from ଓଡ଼ିଆ dictionary with examples, synonyms and antonyms.

ନୀଚମନା ବ୍ୟକ୍ତି   ବିଶେଷ୍ୟ

Meaning : କମ ମହତ୍ତ୍ୱପୂର୍ଣ୍ଣ ବା ଛୋଟକାଟିଆ ଲୋକ

Example : ତୁମଭଳି ଛୋଟଲୋକ ମୋର କିଛି କ୍ଷତି କରିପାରିବ ନାହିଁ

Synonyms : ଛୋଟଲୋକ, ନିଉଛୁଣା ଲୋକ, ନିକୁଛିଆ ଲୋକ, ନ୍ୟୁନମନା ବ୍ୟକ୍ତି


Translation in other languages :

कम महत्व का या छोटा-मोटा व्यक्ति।

तुम्हारे जैसे छुटभैये मेरा कुछ नहीं बिगाड़ सकते।
छुटभैया