Meaning : କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା
Example :
ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ
Synonyms : ଅନୁବନ୍ଧ, ବୁଝାମଣା, ରାଜିନାମା, ସର୍ତ୍ତ
Translation in other languages :
कोई काम करने के लिए दो या कई पक्षों में होने वाला, विशेषकर लिखित एवं कानून द्वारा प्रवर्तनीय ठहराव या निश्चय।
दोनों पक्षों के बीच यह अनुबंध हुआ कि वे एक दूसरे के मामले में दखल नहीं देंगे।An accommodation in which both sides make concessions.
The newly elected congressmen rejected a compromise because they considered it `business as usual'.Meaning : ସମାପ୍ତ କରିବା କ୍ରିୟା ବା ଭାବ
Example :
ମୁ ଘରୋଇ ମାମଲା ସମାପ୍ତ କରି ଶ୍ରୀଘ୍ର ହିଁ ଫେରି ଆସିବି
Translation in other languages :
Meaning : ନିଷ୍ପତ୍ତି କରିବାର କ୍ରିୟା ବା ଭାବ
Example :
ମୋ ଝଗଡ଼ାର ନିଷ୍ପତ୍ତି ହେଲା
Synonyms : ମୀମାଂଶା
Translation in other languages :
Meaning : ଯୁକ୍ତିଦ୍ୱାରା କୌଣସି ବସ୍ତୁର ସ୍ଥିତି ସମ୍ପର୍କରେ ନିଶ୍ଚୟ କରିବା
Example :
ବହୁତ ପ୍ରଯତ୍ନପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ରାମ ଭଲ ଲୋକ
Synonyms : ନିର୍ଣ୍ଣୟ, ନିଷ୍କର୍ଷ, ଫଳାଫଳ, ସିଦ୍ଧାନ୍ତ
Translation in other languages :
A position or opinion or judgment reached after consideration.
A decision unfavorable to the opposition.