Meaning : ତିଆରି କରିବାର କାମ
Example :
ଘରର ତିଆରି ଆରମ୍ଭ ହୋଇଛି
Synonyms : ତିଆରି, ପ୍ରସ୍ତୁତି, ପ୍ରସ୍ତୁତିକରଣ
Translation in other languages :
The act of constructing something.
During the construction we had to take a detour.Meaning : ସଂସ୍ଥା ବା ମଣ୍ଡଳୀ ଆଦି ତିଆରି କରିବା କାର୍ଯ୍ୟ
Example :
ବିଦେଶୀ ଶାସନ ସମୟରେ ଭାରତକୁ ସ୍ୱାଧୀନ କରାଇବାପାଇଁ ଅନେକ କ୍ରାନ୍ତିକାରୀ ସଂଘର ସଂସ୍ଥାପନା କରାଯାଇଥିଲା
Synonyms : ଅଧିସ୍ଥାପନା, ଗଠନ, ସଂସ୍ଥାପନା, ସ୍ଥାପନା
Translation in other languages :
Meaning : ରଚନା କିମ୍ବା ତିଆରି କରିବା କ୍ରିୟା ବା ଭାବ
Example :
ଧର୍ମଗ୍ରନ୍ଥ ଅନୁସାରେ ବ୍ରହ୍ମାଙ୍କଦ୍ୱାରା ଜଗତର ରଚନା କରାଯାଇଛି ଏହି ଭବନର ନିର୍ମାଣ କୌଶଳ ମୋଗଲଶୈଳୀ ଅନୁସାରେ ହୋଇଛି
Translation in other languages :
रचने या बनाने की क्रिया या भाव।
धर्म ग्रन्थों के अनुसार जगत की रचना ब्रह्मा द्वारा की गई है।Meaning : ଲୋକ ବା ବସ୍ତୁମାନଙ୍କର ବ୍ୟବସ୍ଥା ବା କ୍ରମ ଯାହା ଗୋଟିଏ ଏକକ ରୂପରେ ଅଛି
Example :
ସୁରକ୍ଷାତ୍ମକ ବିନ୍ୟାସର ଭେଦ ପାଇବା ସହଜ ନୁହେଁ
Synonyms : ଗଠନ, ପ୍ରଣୟନ, ବିନ୍ୟାସ, ରଚନା
Translation in other languages :
An arrangement of people or things acting as a unit.
A defensive formation.Meaning : ଯାହାକୁ ଗଢ଼ାଯାଇ ଆକାର ଦିଆଯାଇଛି
Example :
ସୀତା ବଜାରରୁ ମାଟିରେ ତିଆରି ମୂର୍ତ୍ତିଟିଏ କିଣିଲା
Translation in other languages :
जिसे गढ़ कर कोई आकार दिया गया हो।
सीता ने बाजार से मिट्टी से गढ़ी गणेश की एक मूर्ति खरीदी।