Meaning : ପ୍ରାୟତଃ ଚୁପଚାପ ରହିବା ଲୋକ ବା ମନର ଭାବକୁ ମନରେ ରଖୁଥିବା ଲୋକ
Example :
ତାର ଚୁପ ସ୍ୱଭାବରେ ସମସ୍ତେ ବ୍ୟତିବ୍ୟସ୍ତ
Translation in other languages :
Habitually reserved and uncommunicative.
taciturnMeaning : ଡରରେ ଚୁପ
Example :
ପ୍ରିୟଙ୍କା ସାପକୁ ଦେଖି ଜଡ଼ ହୋଇଗଲା
Synonyms : ଅବାକ୍, ଆବାକାବା, ଜଡ଼
Translation in other languages :
डर से चुप।
प्रियंका साँप को देखते ही सन्न हो गई।