Meaning : ନିଦରେ ଘୁମାଉଥିବା
Example :
ନିଦ ମଳମଳ ଲୋକଟି ବାରମ୍ବାର ପାଣିରେ ତା ଆଖି ଧୋଉଥିଲା
Synonyms : ତନ୍ଦ୍ରାଳୁ, ତନ୍ଦ୍ରାଶୀଳ, ନିଦ ମଳମଳ
Translation in other languages :
Ready to fall asleep.
Beginning to feel sleepy.Meaning : ଯାହାକୁ ନିଦ ଆସୁଛି
Example :
ସୀତା ନିଦୁଆ ପିଲାକୁ ଖଟ ଉପରେ ଶୁଆଇ ବିଞ୍ଚଣାରେ ବିଞ୍ଚୁଛି
Synonyms : ନିଦ୍ରାଗ୍ରସ୍ତ, ନିଦ୍ରାଳୁ, ନିଦ୍ରାଶୀଳ
Translation in other languages :
Ready to fall asleep.
Beginning to feel sleepy.