Subscribe
URL of the page has been copied to clipboard.
Meaning : ଧର୍ମସମ୍ବନ୍ଧିତ ଆଚରଣ, ବ୍ୟବହାର ଏବଂ ସମସ୍ତ କ୍ଷେତ୍ର ଇତ୍ୟାଦି
Example : ଧର୍ମଚକ୍ରରେ ଧର୍ମର ବିଭିନ୍ନ ଗୂଢ଼ଅର୍ଥ ଅନ୍ତର୍ଭୁକ୍ତ
Translation in other languages :हिन्दी
धर्म से संबंधित आचरण, व्यवहार एवं सभी क्षेत्र आदि।
Meaning : ଧର୍ମର ଶିକ୍ଷାପାଇଁ ପ୍ରଚଳିତ ବୁଦ୍ଧଦେବଙ୍କ ଧର୍ମଶିକ୍ଷାରୂପୀ ଚକ୍ର
Example : ବୁଦ୍ଧଦେବଙ୍କଦ୍ବାରା ସର୍ବପ୍ରଥମେ ବାରାଣସୀଠାରେ ଧର୍ମଚକ୍ରର ପ୍ରଚଳନ କରାଗଲା
धर्म की शिक्षा के लिए चलाया हुआ भगवान बुद्ध का धर्मशिक्षा रूपी चक्र।
Install App